Uppskattad leveranstid 7-12 arbetsdagar
Fri frakt för medlemmar vid köp för minst 249:-
ଦଳିତ ସାହିତ୍ୟ ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଲିଙ୍ଗ ଭେଦ ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରେ । ଭାରତୀୟ ସମାଜରେ 'ଶ୍ରେଣୀ ସଂଘର୍ଷ' ଓ 'ଦଳିତ ବିଦ୍ରୋହ'କୁ ସମଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ସେତେବଡ଼ ସମସ୍ୟା ନୁହେଁ । ଧନୀ ଦିନେ ଗରିବ ଓ ଗରିବ ଦିନେ ଧନୀ ହୋଇଥିବାର ଦୃଷ୍ଟାନ୍ତ ଦୁନିଆରେ ଅଭାବ ନାହିଁ । କିନ୍ତୁ ଜାତି ଜନିତ ବୈଷମ୍ୟ ସବୁ କାଳ ପାଇଁ ସତେ ଯେପରି ଅମରତ୍ୱ ଲାଭ କରିଛି । ଜାତି ପ୍ରଥାରେ ଉଚ୍ଚବର୍ଗ ସଦାବେଳେ ଶ୍ରେଷ୍ଠ, ଦଳିତ ସର୍ବଦା ନିଚ୍ଚ ହୋଇ ଆଜୀବନ ମଥାନତ ହୋଇ ବଂଚିରହେ । ଦାରିଦ୍ର]୍ୟ ଅପେକ୍ଷା ଜାତି ପ୍ରଥା ଅତି ଉତ୍କଟଭାବେ ଅବହେଳିତ ସମାଜର ଦୁଃଖର କାରଣ ହୋଇଚାଲିଛି । ଏହି ଜାତିପ୍ରଥାକୁ ସାହିତ୍ୟରେ ଯେ ବିରୁଦ୍ଧ କରାଯାଇ ନାହିଁ ତାହାନୁହେଁ, ଯେତିକି କରାଯାଇଛି ତାହା ଧର୍ମର ଦ୍ୱାହି ତଳେ ସେଭଳି ପରିପ୍ରକାଶ ପାଇପାରିନାହିଁ । ବାରଶହ ବର୍ଷ ତଳେ
- Format: Pocket/Paperback
- ISBN: 9781645605577
- Språk: Oriya
- Antal sidor: 94
- Utgivningsdatum: 2024-05-18
- Förlag: Black Eagle Books