Ny
bokomslag Parineeta
319:-

Funktionen begränsas av dina webbläsarinställningar (t.ex. privat läge).

Uppskattad leveranstid 7-12 arbetsdagar

Fri frakt för medlemmar vid köp för minst 249:-

  • 96 sidor
  • 2025

ବଙ୍ଗୀୟ ଔପନ୍ୟାସିକ ଶରତଚନ୍ଦ୍ରଙ୍କ 'ପରିଣୀତା' ଉପନ୍ୟାସ ଏକ ବହୁଚର୍ଚ୍ଚିତ, ବହୁ ଭାଷାରେ ଅନୂଦିତ ସାର୍ଥକ ଉପନ୍ୟାସ, ଯେଉଁଠି ଭାରତୀୟ ସମାଜର ପ୍ରେମ, ପ୍ରଣୟ ଓ ମଧୁର ସମ୍ପର୍କର ଚିତ୍ର ବେଶ ପ୍ରତିଫଳିତ। ଏହାର କଥାବସ୍ତୁ କେତୋଟି ଯୁବ ସୁଲଭ ପ୍ରାଣର ପ୍ରବାହକୁ ନେଇ ଚଳ ଚଞ୍ଚଳ। ଭଲ ପାଇବା-ତହିଁରୁ ସମ୍ପର୍କର ମାନସିକ ସଂଘର୍ଷ ସୃଷ୍ଟି, ସନ୍ଦେହର ଘନ କୁହେଳି, ଧାର୍ମିକ ବାତାବରଣକୁ ନେଇ ସାମାଜିକ ସମ୍ପୃକ୍ତି, ପ୍ରେମର ପବିତ୍ରତା, ଚରତ୍ରଗୁଡିକର ସରଳତା ଓ ନିର୍ଦ୍ଦୋଷତା, ସର୍ବୋପରି ପ୍ରେମର ଜୈତ୍ର ପତାକାର ବିଜୟୋତ୍ସବକୁ ସ୍ରଷ୍ଟା ନିଖୁଣ ରୂପେ ବର୍ଣ୍ଣନା କରିଛନ୍ତି।

ଔପନ୍ୟାସିକଙ୍କ ରଚନା ଶୈଳୀ ଓ ଭାଷା ସମ୍ପୂର୍ଣ୍ଣ ସରଳ, ତରଳ, ଭାବଗମ୍ଭୀର ତଥା ବହୁ ଅର୍ଥପୂର୍ଣ୍ଣ। ଯେଉଁଠି ଯେତିକି ଆବଶ୍ୟକ ସ୍ରଷ୍ଟା ତାକୁ ହିଁ ଉପଯୋଗ କରିଛନ୍ତି। ପରିଣୀତା ଏକ ପ୍ରେମ କାହାଣୀ ନୁହେଁ ବରଂ ବଙ୍ଗୀୟ ସାମାଜିକ,

  • Författare: Sarat Chandra Chattopadhyay
  • Format: Häftad
  • ISBN: 9781645606536
  • Språk: Oriya
  • Antal sidor: 96
  • Utgivningsdatum: 2025-02-01
  • Översättare: Kailash Chandra Bantha
  • Förlag: Black Eagle Books