Ny
bokomslag Punarmulyayana Pariprekshire Odia Sahitya

Punarmulyayana Pariprekshire Odia Sahitya

Swapnarani Singh

Häftad

289:-

Funktionen begränsas av dina webbläsarinställningar (t.ex. privat läge).

Uppskattad leveranstid 7-12 arbetsdagar

Fri frakt för medlemmar vid köp för minst 249:-

  • 2025

ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ସ୍ୱପ୍ନାରାଣୀ ସିଂ (୧୯୯୦)ଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଅଧ୍ୟୟନ, ଅଧ୍ୟାପନା ସହିତ ଉଚ୍ଚକୋଟୀର ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ପିଏଚ୍].ଡି. ମହାନିବନ୍ଧ '୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସରେ ନକ୍ସଲ ଚେତନା ଏକ ତୁଳନାତ୍ମକ ଅଧ୍ୟୟନ' ଡକ୍ଟର ସିଂଙ୍କ ବିଶାଳ ଭାବବଳୟର ପରିଚାୟକ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା- 'ଦିଗ ଓ ଦିଗ୍]ବଳୟ' (୨୦୧୮), 'ପଞ୍ଚତନ୍ତ୍ରର ଓଡ଼ିଆ ଅନୁବାଦ' (୨୦୧୯), 'ଓଡ଼ିଆ ସାହିତ୍ୟରେ ଜନଜାତି ପ୍ରସଙ୍ଗ' (୨୦୧୯), 'ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ ସଂକ୍ଷିପ୍ତ ଆକଳନ' (୨୦୨୧) ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି ଯାହା ବିପୁଳ ପାଠକୀୟତା ଅର୍ଜନ କରିଛି। ସଂପ୍ରତି ସେ ବିଶ୍ୱଭାରତୀ, ଶାନ୍ତିନିକେତନରେ ଓଡ଼ିଆ ଭାଷା ଓ ସାହିତ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ।

  • Författare: Swapnarani Singh
  • Format: Häftad
  • ISBN: 9781645606215
  • Utgivningsdatum: 2025-01-01
  • Förlag: Black Eagle Books